Advertisment

Bengaluru Stampede: ଲାପଟପ୍ ଅଛି, ବ୍ୟାଗ ଅଛି; ସେ କିନ୍ତୁ ନାହିଁ

ଅଫିସରେ ସାଙ୍ଗମାନେ ଏବେ ମନେ ପକାଉଛନ୍ତି । କାହିଁକି ନା ତାଙ୍କ ଟେବୁଲରେ ଏବେ ବି ଠୁଆ ହୋଇଛି ତାଙ୍କର ଲାପଟପ ଓ ବ୍ୟାଗ। ହେଲେ ସେ ଆଜି ଆସିନାହାନ୍ତି ଅଫିସକୁ । ରୟାଲ ଚାଲେଞ୍ଜରସ ବେଙ୍ଗାଲୁରୁର ବିଜୟ ଉତ୍ସବରେ ଜୀବନ ହାରିଦେଇଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି

ଅଫିସରେ ସାଙ୍ଗମାନେ ଏବେ ମନେ ପକାଉଛନ୍ତି। କାହିଁକି ନା ତା ଟେବୁଲରେ ଏବେ ବି ଠୁଆ ହୋଇଛି ତାର ଲାପଟପ ଓ ବ୍ୟାଗ । ହେଲେ ସେ ଆଜି ଆସିନି ଅଫିସକୁ । ରୟାଲ ଚାଲେଞ୍ଜରସ ବେଙ୍ଗାଲୁରୁର ବିଜୟ ଉତ୍ସବରେ ଜୀବନ ହାରିଥିବା ଜଣଙ୍କ ଭିତରୁ ତା' ସାଙ୍ଗ ଥିଲା। କାହିଁକି ଏ ଘଟଣା ଘଟିଲା? ଏତେ ବଡ ଘଟଣା ପାଇଁ ଦାୟୀ କିଏ ? ପୋଲିସ ପ୍ରଶାସନ ଆଗରୁ ଏତେ ବଡ ଜନଗହଳି ହେବ ବୋଲି ଜାଣି ନଥିଲା କି ? ରାଜ୍ୟ ସରକାର କାହିଁକି ସେଲିବ୍ରେସନ ପାଇଁ ଅନୁମତି ଦେଇଥିଲେ ? 

Advertisment
Bengaluru RCB Stampede
Advertisment
Advertisment