Advertisment

ବ୍ୟାଙ୍କ ଖାତାରେକରୁଛନ୍ତି ତ ନିୟମିତ କାରବାର ? ଜାଣିନିଅନ୍ତୁ...

୨ ବର୍ଷରୁ ଅଧିକ ସମୟ ହେଲା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କାରବାର କରିନାହାନ୍ତି କି ? ଯଦି ହଁ, ତେବେ ଅଚଳ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସେହିଭଳି ୧୦ ବର୍ଷରୁ ଅଧିକ କୌଣସି ନେଣଦେଣ ନ ହେଲେ ତାହା ଅନ୍‌କ୍ଲେମ୍‌ଡ ବା ଅଣଦାବିଦାର ହୋଇଯିବ ।

author-image
Tanmay Kumar Mahalik

ବ୍ୟାଙ୍କ ଖାତାରେ ନିୟମିତ କାରବାର କରୁଛନ୍ତି ତ ? ଦୀର୍ଘଦିନ ଧରି ଆକାଉଣ୍ଟ ବ୍ୟବହାର ନହୋଇ ପଡି ରହିଥିଲେ ଏହା ଅଚଳ ହୋଇଯିବା ଆଶଙ୍କା ରହିଛି । କାରଣ ଇନ୍ଅପରେଟିଭ ଓ ଅନ୍‌କ୍ଲେମ୍‌ଡ ଆକାଉଣ୍ଟ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଦେଶରେ ଏଭଳି ବ୍ୟାଙ୍କ ଖାତା ସଂଖ୍ୟା ବଢ଼ୁଥିବାରୁ ସେଗୁଡ଼ିକୁ ସଚଳ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । କ’ଣ ରହିଛି ଆରବିଆର ପୂରା ନିର୍ଦ୍ଦେଶାବଳୀ ଆସନ୍ତରୁ ଜାଣିବା ।

Advertisment
RBI Bank
Advertisment
Advertisment