Advertisment

Operation Sindoor: ଭୀଷ୍ମ ପିତାମହ ଡୋଭାଲ, ମହାଭାରତ ଶୈଳୀରେ ‘ଅପରେସନ ସିନ୍ଦୂର’

ଅପରେସନ୍‌ ସିନ୍ଦୂର’ର ଭୀଷ୍ମ ପିତାମହ ଥିଲେ ଅଜିତ୍‌ ଢୋଭାଲ୍‌ । ମହାଭାରତ ପରି ରଚାଯାଇଥିଲା ‘ଅପରେସନ୍‌ ସିନ୍ଦୂର’ । ଅଜିତଙ୍କ ସଖା ସାଜିଥିଲେ ମୋଦି । ଶାହାଙ୍କ ସହ ଚାଲୁଥିଲା ଆତଙ୍କବାଦୀଙ୍କୁ ନେଇ ମାଇଣ୍ଡଗେମ୍‌ ପ୍ଲାନ୍‌ ।

author-image
Namita Biswal
ଅଦ୍ୟତନ ହୋଇଛି

ଅପରେସନ୍‌ ସିନ୍ଦୂର’ର ଭୀଷ୍ମ ପିତାମହ ଥିଲେ ଅଜିତ୍‌ ଢୋଭାଲ୍‌ । ମହାଭାରତ ପରି ରଚାଯାଇଥିଲା ‘ଅପରେସନ୍‌ ସିନ୍ଦୂର’ । ଅଜିତଙ୍କ ସଖା ସାଜିଥିଲେ ମୋଦି । ଶାହାଙ୍କ ସହ ଚାଲୁଥିଲା ଆତଙ୍କବାଦୀଙ୍କୁ ନେଇ ମାଇଣ୍ଡଗେମ୍‌ ପ୍ଲାନ୍‌ । ସମ୍ପୂର୍ଣ୍ଣ ମହାଭାରତ ପରି ଆତଙ୍କୀ ଆଡ୍ଡା ଖିନ୍‌ଭିନ୍‌ କରିବାକୁ ସବୁ ଅସ୍ତ୍ର ଯୋଗାଡ଼ କରି ନିଜର ତୀରର ମୁଣିରେ ସାଇତି ରଖୁଥିଲା ଭାରତ । ଆଉ ସେହି ମୁଣିରେ ମହାଭାରତର ସୁଦର୍ଶନ ଚକ୍ର ସାଜିଥିଲା ଭାରତ ସେନାର ସୁଦର୍ଶନ ଏସ୍‌-୪୦୦  । ସବୁବେଳେ ଖୋଲା ଆକାଶକୁ ଚାହିଁ ରହି ଶତ୍ରୁ ଉପରେ ନଜର ରଖିବା ସହ ପ୍ରହାର କରୁଥିଲା । ଆଉ ଅପରେସନ୍‌ ସିନ୍ଦୂରର ବ୍ରହ୍ମାସ୍ତ୍ର ସାଜିଥିଲା ‘ବ୍ରହ୍ମସ୍‌’ । ଯିଏ କି ସବୁ ଆଆତଙ୍କୀ ଆଡ୍ଡାକୁ ଖିନ୍‌ଭିନ୍‌ କରିଥିଲା । 

Advertisment
Pakistan NSA Ajit Doval Operation Sindoor
Advertisment
Advertisment