Advertisment

ଆଶ୍ଚର୍ଯ୍ୟ ! ସବୁକିଛି ଜଳିଗଲା ରହିଗଲା ଭଗବତ ଗୀତା

ପ୍ଲେନରେ ଥିବା ୨୪୨ ଜଣ ପାସେଞ୍ଜରଙ୍କ ମଧ୍ୟରୁ ଜଣେ ବଞ୍ଚିଯିବା ସମସ୍ତଙ୍କୁ ଯେମିତି ତାଜୁବ କରିଛି, ସେମିତି ବିମାନ ଦୁର୍ଘଟଣାରେ ଶ୍ରୀମଦ ଭାଗବତର ଗ୍ରନ୍ଥ ଅକ୍ଷତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି ।

author-image
Namita Biswal

ଜଳୁଥିଲା ବିମାନ, ଖଣ୍ଡ ଖଣ୍ଡ ହୋଇ ଖସି ପଡୁଥିଲା ମଣିଷର ଅର୍ଦ୍ଧଦଗ୍ଧ ମରଶରୀର । କିଛି ଡେଡବଡି ବି ପୋଡି ପାଉଁଶ ହୋଇଯାଇଛି । ଜଣକୁ ଛାଡିଦେଲେ ବାକି ସମସ୍ତଙ୍କ ଜୀବନ ନେଇଯାଇଛି ପ୍ଲେନ୍ କ୍ରାସ । ପ୍ଲେନରେ ଥିବା ୨୪୨ ଜଣ ପାସେଞ୍ଜରଙ୍କ ମଧ୍ୟରୁ ଜଣେ ବଞ୍ଚିଯିବା ସମସ୍ତଙ୍କୁ ଯେମିତି ତାଜୁବ କରିଛି, ସେମିତି ବିମାନ ଦୁର୍ଘଟଣାରେ ଶ୍ରୀମଦ ଭାଗବତର ଗ୍ରନ୍ଥ ଅକ୍ଷତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି

Advertisment
Air India Plane Crash Bhagavad Gita
Advertisment
Advertisment