Advertisment

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

#ଯାନ୍ତ୍ରିକ_ତ୍ରୁଟି, #ଅଟକିଲା_ବିମାନ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି। ଏଥି ଯୋଗୁଁ କୋଲକାତାରେ ବିମାନର ଜରୁରୀ ଅବତରଣ କରିଛି। ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଅଭିମୁଖେ ଆସୁଥିଲା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ କୋଲକାତାରେ ଓହ୍ଲାଇଥିବା ସୂଚନା।

author-image
Saroj Kumar Jena

#ଯାନ୍ତ୍ରିକ_ତ୍ରୁଟି, #ଅଟକିଲା_ବିମାନ
ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି। ଏଥି ଯୋଗୁଁ କୋଲକାତାରେ ବିମାନର ଜରୁରୀ ଅବତରଣ କରିଛି। ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଅଭିମୁଖେ ଆସୁଥିଲା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ କୋଲକାତାରେ ଓହ୍ଲାଇଥିବା ସୂଚନା। 

Advertisment
Advertisment
Advertisment