ଷ୍ଟ୍ରାଇକ୍ ପାଇଁ ରାଫେଲ ତୟାର
ଯେକୌଣସି ମୁହୂର୍ତ୍ତରେ ହୋଇପାରେ ପାକିସ୍ତାନ ଉପରେ ବଡ଼ ଆକ୍ସନ । ଗତକାଲି ବାୟୁସେନା ମୁଖ୍ୟ ପିଏମ ମୋଦିଙ୍କୁ ଭେଟିବା ପରେ ଆସିଛି ବଡ଼ ଅପଡେଟ୍। ଏୟାର ଡିଫେନ୍ସ ସିଷ୍ଟମକୁ ହାଇ ଆଲର୍ଟରେ ରଖିବାକୁ ବାୟୁ ସେନାକୁ ପିଏମ ମୋଦି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏପରିକି ବାୟୁସେନା କେତେ ତତ୍ପର ଅଛି ସେନଇ ପିଏମଙ୍କୁ ଜଣାଇଛନ୍ତି ଏୟାର ଚିଫ୍ ମାର୍ଶଲ ଏ. ପି. ସିଂ । ତେବେ ଏୟାର ଫୋର୍ସ ସଂପୂର୍ଣ୍ଣ ସଜାଗ ଓ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ ପାଇଁ ରାଫେଲ ତୟାର ଥିବା ପିଏମଙ୍କୁ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)