Advertisment

ଋଣ ବୋଝରୁ ଚରମ ନିଷ୍ପତ୍ତି !

୨୦ କୋଟିର ଋଣ ବୋଝ ପାଇଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା। ମୁଁ ବି ବିଷ ପିଇଛି, ୫ ମିନିଟରେ ମରିବି କହି ପ୍ରାଣ ହରାଇଲେ ପରିବାର ମୁଖିଆ।

author-image
Santosh Kumar Sahoo

ଋଣ ବୋଝରୁ ଚରମ ନିଷ୍ପତ୍ତି ! ହରିୟାଣା ପଞ୍ଚକୁଲାରେ ଗୋଟିଏ ପରିବାରର ୭ ଜଣଙ୍କ ଆତ୍ମହତ୍ୟା। କାର ଭିତରୁ ୬ ଓ ବାହାରୁ ଜଣଙ୍କ ମୃତଦେହ ଉଦ୍ଧାର। ପଞ୍ଚକୁଲାରେ ଗଣଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ। ୨୦ କୋଟିର ଋଣ ବୋଝ ପାଇଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା। ମୁଁ ବି ବିଷ ପିଇଛି, ୫ ମିନିଟରେ ମରିବି କହି ପ୍ରାଣ ହରାଇଲେ ପରିବାର ମୁଖିଆ।

Advertisment
Haryana
Advertisment
Advertisment