""
ଜାତୀୟ ଖବର Videos କୁମ୍ଭମେଳାର ମସ୍କୁଲାର ବାବା ୭ ଫୁଟର ହାଇଟକୁ, ୪୬ ଇଞ୍ଚର ଛାତି। ଦେହରେ ଗେରୁଆ ବସ୍ତ୍ରକୁ ବେକରେ ରୁଦ୍ରାକ୍ଷ ମାଳ। ଆଉ ତାଙ୍କ ମସଲ ଆଗରେ ଭଲ ଭଲ ବଡି ବିଲ୍ଡର ମଧ୍ୟ ଫେଲ ହୋଇଯିବେ। କୁମ୍ଭମେଳାକୁ ଋଷିଆରୁ ଆସିଛନ୍ତି ବଡି ବିଲଡର ବାବା । Pallipuspa Samal 21 Jan 2025 16:24 IST Heavy Build Body Sadhu Baba Special StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ