Advertisment

DNA ପରୀକ୍ଷା ବ୍ୟବସ୍ଥା ଭିତରେ ୨୪୮ ମୃତଦେହ

ଅହମ୍ମଦାବାଦ ବିମାନ ଟ୍ରାଜେଡିକୁ ବିତିଲାଣି ୩ ଦିନ। ଏବେ ବି ଶୁଖୁନି ଆତ୍ମୀୟ ସ୍ବଜନଙ୍କ ଲୁହ, ଏବେ ବି ବନ୍ଧୁ ପରିଜନଙ୍କ ମୃତଦେହ ଅପେକ୍ଷାରେ ଅଧିକାଂଶ। DNA ପରୀକ୍ଷାର ବିଧି ବ୍ୟବସ୍ଥା ଭିତରେ ୨୪୮ଟି ମୃତଦେହ ମଧ୍ୟରୁ ଏଯାଏଁ ୪୧ଟିର ନମୂନା ମ୍ୟାଚ୍ କରିଛି।

author-image
Saroj Kumar Jena