Advertisment

୩୦ ମାଓବାଦୀ ଆତ୍ମସମର୍ପଣ

ଭୁଶୁଡ଼ୁଛି ମାଓ ଗଡ଼, ସଂଗଠନ ଛାଡ଼ୁଛନ୍ତି ଟପ୍ ମାଓ ନେତା । ଛତିଶଗଡ଼ରେ ପୁଣି ଥରେ ଆତ୍ମ ସମର୍ପଣ କରିଛନ୍ତି ନକ୍ସଲ । ବିଜାପୁରରେ ୩୦ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

author-image
Chinmayee Sahoo

ଭୁଶୁଡ଼ୁଛି ମାଓ ଗଡ଼, ସଂଗଠନ ଛାଡ଼ୁଛନ୍ତି ଟପ୍ ମାଓ ନେତା । ଛତିଶଗଡ଼ରେ ପୁଣି ଥରେ ଆତ୍ମ ସମର୍ପଣ କରିଛନ୍ତି ନକ୍ସଲ । ବିଜାପୁରରେ ୩୦ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

Advertisment
Chhattisgarh Maoists Surrender
Advertisment
Advertisment