ହୃଦୟହୀନ ପାକିସ୍ତାନ, ମରଣମୁହଁକୁ ଠେଲିଦେଲା
ପାକିସ୍ତାନର ଇଏ କି ନିଷ୍ଠୁରତା ? ବିମାନ ଯାତ୍ରୀଙ୍କ ଜୀବନ ସହ ଖେଳିଥିଲା ପାକିସ୍ତାନ। ୨୨୭ ବିମାନ ଯାତ୍ରୀଙ୍କ ଜୀବନ ସହ ଖେଳିଥିଲା ପାକିସ୍ତାନ। ଇଣ୍ଡିଗୋ ବିମାନକୁ ଦେଇ ନଥିଲା ଆକାଶ ମାର୍ଗ ବ୍ୟବହାର ଅନୁମତି। DGCA ସ୍ପଷ୍ଟୀକରଣ ପରେ ପଦାରେ ପଡ଼ିଲା ପାକିସ୍ତାନର କୁତ୍ସିତ କାମ। ପାକିସ୍ତାନ ଏୟାର ସ୍ପେସକୁ ବ୍ୟବହାର ପାଇଁ ଅନୁମତି ମାଗିଥିଲେ ପାଇଲଟ୍।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)