ପାତାଳରେ ଥିଲେ ବି ବାହାର କରିବ ସେନା
ପହଲଗାମ ଆତଙ୍କବାଦୀଙ୍କୁ ଆଉ ମିଳିବନି ତ୍ରାହି। ପାତଳରେ ଥିଲେ ବି ଖୋଜି ଖୋଜି ବାହାର କରିବ ସେନା। ଜାରି ହେଲା ପହଲଗାମ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର। ଜମ୍ମୁ–କଶ୍ମୀର ଗଳି କନ୍ଦିରେ ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ମରିଲା ସୁରକ୍ଷା ଏଜେନ୍ସୀ। ସୋପିଆନର ବିଭିନ୍ନ ସ୍ଥାନରେ ଆତଙ୍କୀଙ୍କ ପୋଷ୍ଟର ଲଗାଇ ସୁରକ୍ଷା ଏଜେନ୍ସି ଏମାନଙ୍କ ସୂଚନା ମାଗିଛି। ସୂଚନା ଦେବା ବ୍ୟକ୍ତିଙ୍କ ତଥ୍ୟ ଗୋପନ ରଖାଯିବା ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଦିଆଯିବା ନେଇ ଘୋଷଣା କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)