ନିଆଁରେ ଜଳି ୧୪ ମୃତ
ଟିକିଏ ଖୁସି ସୁବ କିଛି ନଷ୍ଟ କରିଦେଲା । ଚାହୁଁ ଚାହୁଁ ନିଆଁରେ ଜଳି ଚାଲିଗଲା ୧୪ ଜଣଙ୍କ ଜୀବନ । କେହି ବି କିଛି ବୁଝିପାରିଲେନି... କେହି କିଛି ବି ଜାଣିପାରିଲେପି । ଜାଣିବା ଆଗରୁ ଜଳି ପୋଡ଼ି ସବୁ କିଛି ପାଉଁଶ ହୋଇସାରିଥିଲା । ନିଆଁକୁ ଦେଖି ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କୁ ଶେଷରେ ନିଆଁର ଆଁରେ ଶେଷ ନିଃଶ୍ୱାସ ଛାଡ଼ିବାକୁ ବଡ଼ିଲା । ଏ ଦୃଶ୍ୟ ହେଉଛି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର । ଯେଉଁଠି ନିଆଁର ଆଁରେ ସବୁ କିଛି ଜଳିପୋଡ଼ି ଛାରଖାର ହୋଇଯାଇଛି । ଆଉ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପିଆଁକୁ ଆୟତ୍ତ କରିବା ସହ କିଛି ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି ମଧ୍ୟ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)