ୟେ ହେଉଛି ବମ୍ବେ ସହରର ଏକ ସିସିଟିଭି ଭିଡିଓ। ଜଣେ ମହିଳା ରାତିରେ ବାହାରକୁ ଆସିଥିଲେ। ଚିତ୍ର ଭଲରେ ଜଣା ପଡ଼ୁନି। ଦେଖିଲା ବେଳକୁ ବାଘ ସେଠି ଛପି ବସିଥିଲା। ତା ପରେ କଣ ହେଲା ଦେଖନ୍ତୁ.....
Published: Otv Khabar Bureau
Last updated: 30 September 2021, 02:52 PM IST
ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଅଂଚଳବାସୀ । ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ଯୁଆଡେ ଗଲେ ମଧ୍ୟ ଅଥଳ ପାଣି ଭିତରେ ଏଠି ଡଙ୍ଗା ହିଁ ଭରସା ।