evacuation officer
ବ୍ରହ୍ମପୁରରୁ ଗଞ୍ଜେଇ ଆସୁଥବା ଭାବି ଏକ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ ଅବକାରୀ ଟିମ୍ । କୋରାପୁଟରୁ ଦିଗପହଣ୍ଡି ରାସ୍ତା ଦେଇ ଆସୁଥିବା ଏକ ସ୍କର୍ପିଓକୁ ଅବକାରୀ ଟିମ୍ ଫାଷ୍ଟ ଗେଟ୍ ନିକଟରେ ଅଟକାଇ ଥିଲେ। ଗାଡ଼ି ଭିତରେ ଜଣେ ମହିଳା, ତାଙ୍କ ବାପା, ଦୁଇ ଭାଇ ଏବଂ ମହିଳାଙ୍କର ଛୋଟ ପୁଅ ଥିଲେ। ଅବକାରୀ ଟିମ୍ ଗାଡ଼ି ଅଟକାଇ ଗାଡ଼ି ଭିତରେ ଯାଞ୍ଚ କରିଥିଲେ। ହେଲେ ଗାଡ଼ି ଭିତରୁ ଗଞ୍ଜେଇ ମିଳିନଥିଲା। ଯାହାକି ଭୁଲ୍ ପ୍ରମାଣିତ ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)