Sundargarh - Forest Officers Face Public Wrath Over Elephant Attack
ହାତୀ ଘର ଭାଙ୍ଗିବା ନେଇ ଅଟକ ରହିଲେ ରେଞ୍ଜର ଓ ଫରେଷ୍ଟର । ହାତୀପଲ ଘର ଭାଙ୍ଗିବାକୁ ନେଇ ସୁନ୍ଦରଗଡ଼ ମାଲଦାରେ ଉତ୍ତେଜନା । ରେଞ୍ଜର ଓ ଫରେଷ୍ଟରଙ୍କୁ ୪ ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ । ସ୍ଥିତି ଅନୁଧ୍ୟାନ ପାଇଁ ରେଞ୍ଜର ଓ ଫରେଷ୍ଟର ଯାଇଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏହାପରେ ସ୍ଥାନୀୟ ସରପଞ୍ଚ ବୁଝାସୁଝା କରିବା ପରେ ସ୍ଥିତି ସୁଧୁରିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)