ଲଘୁଚାପ ଯଦି ବାତ୍ୟାର ରୂପ ନିଏ, ତେବେ ତାହା ଓଡ଼ିଶା ହେଉକି ପଶ୍ଚିମବଙ୍ଗ ନଚେତ୍ ଆନ୍ଧ୍ରପ୍ରଦେଶ ଆଡେ ମୁହାଁଇଥାଏ। ଗତ କିଛି ଦିନର ତଥ୍ୟକୁ ନେଇ ଏମିତି ରିପୋର୍ଟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଉ କଣ କଣ ରହିଛି ଆଇଏମଡି ରିପୋର୍ଟରେ ଜାଣନ୍ତୁ...
Published: Otv Khabar Bureau
Last updated: 30 January 2022, 01:27 PM IST
ପାର୍କିଂ ଫି ଆଦାୟ ଆଇନସମ୍ମତ ନୁହେଁ । ଏବେ ମଲରେ ପାର୍କିଂ ଫି ନେଉଛ, ଆଗକୁ ଲିଫ୍ଟ ଚାର୍ଜ ନେବ । ପାର୍କିଂ ଫି ଆଦାୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ସଫା ସଫା କହିଛନ୍ତି ହାଇକୋର୍ଟ ।