Advertisment

ଅନଲାଇନ୍ ଗେମ୍ ଖେଳିବାକୁ ମନା କରିବାରୁ ଝୁଲି ପଡ଼ିଲା ୯ମ ଶ୍ରେଣୀ ଛାତ୍ର

ପିଲାଟି ନବମ ଶ୍ରେଣୀରେ ପଢୁଥିଲା। ମୋବାଇଲରେ ଅନଲାଇନ୍ ଗେମ୍ ଖେଳିବାରେ ଖୁସି ପାଏ। ଦିନକ ପରେ ପରୀକ୍ଷା ଥିବାରୁ ମାଆ ବାରଣ କଲେ। ପୁଅଠାରୁ ମୋବାଇଲ୍ ଛଡ଼େଇ ନେଲେ। ଏତିକିରେ ସବୁକିଛି ସରିଗଲା।

author-image
Otv Khabar Bureau

ପିଲାଟି ନବମ ଶ୍ରେଣୀରେ ପଢୁଥିଲା। ମୋବାଇଲରେ ଅନଲାଇନ୍ ଗେମ୍ ଖେଳିବାରେ ଖୁସି ପାଏ। ଦିନକ ପରେ ପରୀକ୍ଷା ଥିବାରୁ ମାଆ ବାରଣ କଲେ। ପୁଅଠାରୁ ମୋବାଇଲ୍ ଛଡ଼େଇ ନେଲେ। ଏତିକିରେ ସବୁକିଛି ସରିଗଲା। ହଠାତ୍ ଅଭିମାନ ଓ ରାଗରେ ପିଲାଟି ନିଜ ଜୀବନକୁ ଶେଷ କରିଦେଲା ନିମିଷକ ମଧ୍ୟରେ। ଓଃ ହୃଦୟ ବିଦାରକ ସେ ଦୃଶ୍ୟ। 

Advertisment
Keonjhar Online Games Special Story
Advertisment
Advertisment