Special Story | Nabarangpur Woman Meditates In Forest, Locals Turn It Pilgrimage
ଘଞ୍ଚ ଜଙ୍ଗଲ ଭିତରେ ୪ ଦିନ ହେଲା ତପସ୍ୟାରେ ବସିଛନ୍ତି ଜଣେ ମହିଳା। ଗୁଣୁଗୁଣୁ ହେଇ ମନ୍ତ୍ର ପଢୁଛନ୍ତି। କହୁଛନ୍ତି ମନ୍ଦିର ଓ ଟିଉବୱେଲ୍ ଦରକାର। ଦେବୀ ବୋଲି ବିବେଚନା କରି ଆଖପାଖ ଲୋକ ଆରମ୍ଭ କରିଦେଲେଣି ପୂଜାପାଠ। ମହିଳା ଜଣକ ଜଙ୍ଗଲ ଭିତରେ ଏକା ରହୁଥିଲେ ବି ତାଙ୍କର ଭାଲୁ ଓ ହାତିକୁ ଭୟ ନାହିଁ। ଏହା ଅଲୌକିକ କଥା ବୋଲି ଲୋକେ କହୁଛନ୍ତି। ତେବେ ସଚେତନ ନାଗରିକ ଏପରି ଘଟଣାକୁ ନାପସନ୍ଦ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)