Advertisment

ଇଏ ଆଉ ଜଣେ ସାଲବେଗ....ମହାପ୍ରଭୁଙ୍କ ଭଜନ ଗାଇ ବେଶ୍‌ ଲୋକପ୍ରିୟ

ଇଏ ବି ଜଣେ ସାଲବେଗ। ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଭଜନ ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା। ବିନା କୌଣସି ତାଲିମରେ ଜଗାର ଭଜନ ଗାଉଛନ୍ତି ମେହେରବାନ୍‌। ଶୁଣନ୍ତୁ ତାଙ୍କ ଭଜନ…

author-image
Pallipuspa Samal

ଇଏ ବି ଜଣେ ସାଲବେଗ। ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଭଜନ ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା। ବିନା କୌଣସି ତାଲିମରେ ଜଗାର ଭଜନ ଗାଉଛନ୍ତି ମେହେରବାନ୍‌। ଶୁଣନ୍ତୁ ତାଙ୍କ ଭଜନ…

Advertisment
Muslim Devotee Of Lord Jagannath
Advertisment
Advertisment