ସବୁଠି ଶୁଭୁଛି ପକ୍ଷୀଙ୍କ କିଚିରିମିଚିରି ଶବ୍ଦ। ପକ୍ଷୀଙ୍କ ପ୍ରେମରେ ବାୟା କୁଆଁର ଗାଁ ଲୋକ। ଗାଁ ମୁଣ୍ଡରୁ ନଈ ପଠା, ସବୁଠୁ ଶୁଭୁଛି ଚଢେଇଙ୍କ ସ୍ୱର। ଏ ଗାଁର ଲୋକମାନେ ପାଳି କରି ପକ୍ଷୀମାନଙ୍କୁ ଜଗି ଦେଉଛନ୍ତି ସୁରକ୍ଷା..
Published: Otv Khabar Bureau
Last updated: 01 November 2021, 07:45 AM IST
କଦଳୀ ଗଛରୁ ତିଆରି ହେଉଛି ବଡ଼ି, ପାମ୍ପଡ଼ ସହ ଅନେକ ଘରକରଣା ସାମଗ୍ରୀ। ହେଲେ କେମିତି? କଦଳୀ କଟା ହେବା ପରେ ଗଛକୁ ବିକ୍ରି କରି ଟଙ୍କା ରୋଜଗାର କରୁଛନ୍ତି ଏଠାକାର ଚାଷୀ।