Advertisment

IPS ଚାକିରିକୁ କଲେ ବାଏ ବାଏ, କଲେ IAS ଚାକିରି

ସମସ୍ତେ ସ୍ୱପ୍ନ ଦେଖନ୍ତି। ହେଲେ ଯିଏ ସ୍ୱପ୍ନକୁ ସତ କରି ଦେଖାଏ ସେ ହିଁ ସଫଳ ବ୍ୟକ୍ତିତ୍ୱ। ୪ ଥର ଦେଲେ ୟୁପିଏସସି ପରୀକ୍ଷା। ପ୍ରଥମେ ଫେଲ ମାରିଲେ।

author-image
Otv Khabar Bureau

ସମସ୍ତେ ସ୍ୱପ୍ନ ଦେଖନ୍ତି। ହେଲେ ଯିଏ ସ୍ୱପ୍ନକୁ ସତ କରି ଦେଖାଏ ସେ ହିଁ ସଫଳ ବ୍ୟକ୍ତିତ୍ୱ। ୪ ଥର ଦେଲେ ୟୁପିଏସସି ପରୀକ୍ଷା। ପ୍ରଥମେ ଫେଲ ମାରିଲେ। ପରେ ଦୁଇ ଥର ଆଇପିଏସ ହେବାକୁ ଯୋଗ୍ୟ ହେଲେ। କିନ୍ତୁ ଏଥିରେ ସେ ନଥିଲେ ଖୁସି। ଶେଷରେ ନିଜ ଇଛା ପୂରଣ ହେଲା। ସାରା ଭାରତରେ ଅଷ୍ଟମ ସ୍ଥାନରେ ରହି ହେଲେ ଆଇଏଏଏସ.

Advertisment
Gujarat otv
Advertisment
Advertisment