ବହୁଦିନ ପରେ ଗୁଜରାଟରୁ ଫେରୁଥିଲେ ସ୍ୱାମୀ। ଘରେ ଅପେକ୍ଷା କରିଥିଲେ ପତ୍ନୀ ଓ ଦୁଇଝିଅ। ହେଲେ ଟ୍ରେନରେ ଜଗି ବସିଥିଲା ଯମ। ସ୍ଥିତି ଏମିତି ହେଲା ଯେ, ସ୍ୱାମୀଙ୍କ ମୃତଦେହ ମଧ୍ୟ ଦେଖି ପାରିଲେ ନାହିଁ ପତ୍ନୀ। ସାହିଭାଇ, ଏକ ପ୍ରତୀକାତ୍ମକ ଶବ ତିଆରି କରି ତାକୁ କୋକେଇରେ ବୋହି ଶ୍ମଶାନରେ ଦାହ କରିଥିଲେ। ଏମିତି ଦୁଃଖ ଈଶ୍ୱର କାହାକୁ ନଦିଅନ୍ତୁ।
Published: Otv Khabar Bureau
Last updated: 19 October 2021, 08:22 AM IST
ଶେଷରେ ସମସ୍ତଙ୍କୁ ଜେରା କରି ଓ ଅନ୍ୟ ତଥ୍ୟପ୍ରମାଣ ଆଧାରରେ ମନୀଷ ମୃତ୍ୟୁର ଖୁଲାସା କରିଛି କମିଶନରେଟ ପୋଲିସ। ଗତ ୧୦ ତାରିଖରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା।