Special Story,JEE Main,IIT,Athagarh,otv,otv news,odisha tv,odishatv,odisha news,latest odisha news,o
କଥାରେ ଅଛି, ଯାହାର କାନ ଅଛି ତା’ର ସୁନା ନାହିଁ, ଆଉ ଯାହାର ସୁନା ଅଛି ତା’ର କାନ ନାହିଁ। ଗରିବ ବୁଣାକାର ଘରର ପିଲାଟିଏ। କିନ୍ତୁ ପ୍ରଚଣ୍ଡ ମେଧାବି। JEEରେ ୯୮.୪୨ ନମ୍ବର ରଖିଥିବା ଏହି ପିଲାଟିର କିନ୍ତୁ ଆଗକୁ ବଢ଼ିବାର ବାଟ ବନ୍ଦ ହୋଇଯାଇଛି। ଟଙ୍କା ନଥିବାରୁ ସେ IIT ପଢ଼ିପାରୁ ନାହାଁନ୍ତି। ଅପେକ୍ଷା କରିଛନ୍ତି କାଳେ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଜିଲ୍ଲା ପ୍ରଶାସନ ସାହାଯ୍ୟର ହାତ ବଢ଼ାଇବେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)