Advertisment

ଟ୍ରକ ଡ୍ରାଇଭରଙ୍କ ପୁଅ ଯାଜପୁର ପାଇଁ ଗର୍ବ

ଟ୍ରକ ଡ୍ରାଇଭରଙ୍କ ପୁଅ ପାଇଲେ OAS । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଚିତ୍ରୀ ଗାଁର ରବୀନ୍ଦ୍ର ସାହୁଙ୍କ ପୁଅ ବିଶ୍ୱଜିତ ସାହୁ OPSC ପରୀକ୍ଷାରେ ୧୯ତମ ସ୍ଥାନରେ ରହିଛନ୍ତି।

author-image
Otv Khabar Bureau

ଟ୍ରକ ଡ୍ରାଇଭରଙ୍କ ପୁଅ ପାଇଲେ OAS । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଚିତ୍ରୀ ଗାଁର ରବୀନ୍ଦ୍ର ସାହୁଙ୍କ ପୁଅ ବିଶ୍ୱଜିତ ସାହୁ OPSC ପରୀକ୍ଷାରେ ୧୯ତମ ସ୍ଥାନରେ ରହିଛନ୍ତି। 

Advertisment
OPSC Civil Examinations Son Of Truck Driver
Advertisment
Advertisment