Advertisment

ଜୀବନ ନେଉଛି ଝୁଲା ପୋଲ

ଝୁଲା ପୋଲ ଏବେ ପାଲଟିଛି ମରଣଯନ୍ତ୍ରା। ବାରମ୍ବାର ଦୁର୍ଘଟଣା ପରେ ଏବେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଛି।

author-image
Otv Khabar Bureau

ଝୁଲା ପୋଲ ଏବେ ପାଲଟିଛି ମରଣଯନ୍ତ୍ରା। ବାରମ୍ବାର ଦୁର୍ଘଟଣା ପରେ ଏବେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଛି। ରାୟଗଡ଼ା ନାଗାବଳୀ ନଦୀ ଉପରେ ହୋଇଥିବା ଝୁଲା ପୋଲ୍ ଓ ଆଖପାଖ ଅଞ୍ଚଳରେ ଯାଉଛି ପର୍ଯ୍ୟଟକଙ୍କ ଜୀବନ। ଦେଖନ୍ତୁ ଖବର।

Advertisment
Rayagada Hanging Bridge
Advertisment
Advertisment