ରାଜ୍ୟରେ ମାଡ଼ି ଚାଲିଛି ଡେଙ୍ଗୁ ଜ୍ୱର । ଟ୍ୱିନସିଟିରେ ସ୍ଥିତି ବେକାବୁ । କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ, ବେଡ୍ ଅଭାବରୁ ଚଟାଣରେ ଶୋଉଛନ୍ତି ରୋଗୀ । ସେପଟେ କଟକ SCBରେ ଏବେ ଯାଏଁ ଖୋଲିନି ସ୍ୱତନ୍ତ୍ର ୱାର୍ଡ
Published By: Manoranjan Behera
Last updated: 22 August 2023, 10:07 PM IST
କାଲି ସଂଜକୁ ଜହ୍ନରେ ଇତିହାସ ରଚିବ ଭାରତ । ମନ୍ଦିରଠୁ ନେଇ ମସଜିଦ୍ ଯାଏଁ ଚନ୍ଦ୍ରୟାନ-୩ର ସଫଳ ମନାସୁଛି ସାରା ଦେଶ । ତେଣେ ଅବତରଣ ପୂର୍ବରୁ ଲ୍ୟାଣ୍ଡରର ପ୍ରତିଟି ଗତିବିଧି ପରଖୁଛି ଇସ୍ରୋ । ସଫ୍ଟ ଲ୍ୟାଣ୍ଡିଂ ପାଇଁ ଶେଷ ୧୯ ମିନିଟ୍ ଉପରେ ନଜର