Advertisment

ନୀତି ଆୟୋଗ କହୁଛି ଗଜପତି ଜିଲ୍ଲା ନମ୍ବର ୱାନ୍

ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସଭା ଉପରେ ଅଛି ଗଜପତି ଜିଲ୍ଲା।

author-image
Otv Khabar Bureau

ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସଭା ଉପରେ ଅଛି ଗଜପତି ଜିଲ୍ଲା। ସ୍ୱାସ୍ଥ୍ୟ,ପୋଷଣ, ଶିକ୍ଷା, କୃଷି, ଜଳସଂପଦ,ମୌଳିକ ଭିତ୍ତିଭୂମି, ଦକ୍ଷତା ବିକାଶ କ୍ଷେତ୍ରକୁ ଆକଳନ କରି ଏହା କରିଛି ନୀତି ଆୟୋଗ। ଏଥି ପାଇଁ ଦେଖନ୍ତୁ କେତେ ଟଙ୍କା ପାଇବ ଗଜପତି ଜିଲ୍ଲା। 

Advertisment
Odisha Gajapati NITI Ayog
Advertisment
Advertisment