ଦେଢ଼ବର୍ଷ ଅପେକ୍ଷାର ଅନ୍ତ। ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ। ଏଣିକି କେବଳ ଆପାର୍ଟମେଣ୍ଟ ନୁହେଁ କମନ୍ ଏରିଆର ମାଲିକ ହେବ ବାସଗୃହ କ୍ରେତା। ଆସୋସିଏସନ ନାଁରେ ପଞ୍ଜୀକରଣ ହେବ ସର୍ବସାଧାରଣ ବ୍ୟବହୃତ ଅଞ୍ଚଳ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିଛି ରେରା ଅନୁକୂଳ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ।
Published By: Manoranjan Behera
Last updated: 17 February 2024, 10:35 PM IST
ରାଜ୍ୟ ତହବିଲରୁ ଖର୍ଚ୍ଚ ହେବ ୭୩୦ କୋଟି। ଡ୍ରେସ୍ ଆଉ ବ୍ଲେଜର ପିନ୍ଧିବେ SHG ସଦସ୍ୟା।ଡ୍ରେସ୍ ପାଇଁ ଦେବେ ହଜାରେ ଟଙ୍କା। ଆଉ ଦେଢ ଲକ୍ଷ କମ୍ୟୁନିଟି ଷ୍ଟାଫଙ୍କୁ ବ୍ଲେଜର ବାବଦକୁ ମିଳିବ ୨ ହଜାର ଟଙ୍କା।