ରାସ୍ତାକୁ ନେଇ ତାତିଲେ ଜନତା..ନିର୍ବାଚନ ଆସିଲେ.. ନେତା ଆସୁଛନ୍ତି.. ପ୍ରତିଶ୍ରୁତି ମିଳୁଛି..ହେଲେ ନିର୍ବାଚନ ସରିଲେ ଜନତାଙ୍କ କଥା ଭୁଲିଯାଉଛନ୍ତି..ଏଥର କିନ୍ତୁ ବହୁତ ହେଇଗଲା.. ଖରାପ ରାସ୍ତା ପାଇଁ ଗଲାଣି ଅନେକ ଧନଜୀବନ.. ଜନତା ସଫା ସଫା ଶୁଣାଇଦେଇଛନ୍ତି.. ରୋଡ୍ ନାହିଁ ତ ଭୋଟ୍ ବି ନାହିଁ.
Published: Otv Khabar Bureau
Last updated: 07 November 2021, 12:59 PM IST
ଲକ୍ଷ୍ୟ ଥିଲା କୋରାପୁଟ ଜିଲ୍ଲାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ଏଥିପାଇଁ ପ୍ରତିଷ୍ଠା ମଧ୍ୟ ହୋଇଥିଲା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ। ହେଲେ ମେଡିକାଲର ଦୁରାବସ୍ଥା ଦେଖି ଲୋକଙ୍କ ଆସ୍ଥା ହରାଇବାକୁ ବସିଛି। କୋରାପୁଟରୁ ଦେଖନ୍ତୁ ଏ ରିପୋର୍ଟ। ...