୨ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ସାହେବଙ୍କ ନିବିଡ଼ ଓ ନିଆରା ସଂପର୍କର ଭିନ୍ନ ଏକ କାହାଣୀ । ଗୋଟିଏ କାହାଣୀ ହେଉଛି, ରାଜ୍ୟ ପୋଲିସ ମୁଖ୍ୟାଳୟର, ଅନ୍ୟଟି ରାଜଭବନର । ଅବସରକାଳୀନ ବିଦାୟବେଳେ ଡିଜିପି ଆଲିଙ୍ଗନ କରି ଯେଉଁ ଶ୍ରଦ୍ଧା ଆଉ ସମ୍ମାନ ଜଣାଇଲେ, ତାକୁ ନେଇ ଝାଡୁଦାର ଜଣକ ଭାବବିହ୍ୱଳ ହୋଇଥିବା ବେଳେ ରାଜଭବନରେ ପାଣି ଦେଉଥିବା କର୍ମଚାରୀଙ୍କ ଝିଅ ବିବାହରେ ଅତିଥି ସାଜିଥିବା ରାଜ୍ୟପାଳଙ୍କ ବଡ଼ପଣ ଏବେ ଚର୍ଚ୍ଚାରେ ।
Published By: Tanmay Kumar Mahalik
Last updated: 01 February 2024, 09:21 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।