Nandankanan Zoo
ନିଶାର୍ଦ୍ଧରେ ସିଂହ ଗର୍ଜନ, ବାଘର ହେଣ୍ଟାଳ, ଶିକାରୀ ହେଟାର ଚାଲ୍ । ପେଚାର ଚିତ୍କାର ସାଙ୍ଗକୁ ବାଦୁଡ଼ିର ଫଡ୍ ଫଡ୍ ଶବ୍ଦ । ଆଗକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏସବୁ ଅନୁଭୂତି ନେଇପାରିବେ ପର୍ଯ୍ୟଟକ । କାରଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଲଟିବ ନାଇଟ୍ ଆଉଟେଡ୍ ଜୁ’ । ରାତିରେ ବି ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ରାଜ୍ୟର ଏ ସର୍ବବୃହତ୍ ଚିଡ଼ିଆଖାନା । ଏଥିପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟିକୁ ମାଷ୍ଟର ପ୍ଲାନ୍ ଦାଖଲ କରିଛି ବନ ବିଭାଗ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)