Advertisment

ଶ୍ରାବଣରେ ଆମିଷଠୁ ଦୂରରେ ଥିବା ମଣିଷର ସ୍ୱାଦ ବଢ଼ାଉଛି କୋରାପୁଟର ଶ୍ରାବଣ ଛତୁ

ଶ୍ରାବଣରେ ଆମିଷଠୁ ଦୂରରେ ଥିବା ମଣିଷର ସ୍ୱାଦ ବଢ଼ାଉଛି କୋରାପୁଟର ଶ୍ରାବଣ ଛତୁ । ବଜାରରେ ଏବେ ବିଭିନ୍ନ ଭେରାଇଟିର ଛତୁ ପସରା ମେଲିଛି । ଚାହିଦା ଯେମିତି ଦର ବି ସେମିତି । କିଲୋ ପିଛା ଦୁଇ ହଜାରରେ ବିକ୍ରି ହେଉଥିବା ଏହି ସବୁ ଛତୁ, ଘଡ଼ଘଡ଼ି ଯେତେ ମାରେ ସେତେ ଫୁଟେ ବୋଲି କୁହାଯାଏ

author-image
Sarbeswar