Advertisment

ବାଉଁଶ ଗଛ ନାଁରେ ବାବୁ ଖାଇଗଲେ

ଖାତା ଖତିଆନରେ ବାଉଁଶ ଗଛ ଲଗାଇଲେ। ଲକ୍ଷାଧିକ ଟଙ୍କା ପାଟିରେ ପକାଇଦେଲେ। ବାବୁ ବଡ଼ ଚତୁର। ଜାଗା ମୁଣ୍ଡରେ ଦେଖିଲା ବେଳକୁ ବାଉଁଶ ବୁଦା କେଇଟା ଖାଲି। ଦେଖନ୍ତୁ କେମିତି ବୌଦ୍ଧ ଜିଲ୍ଲାରୁ ଆମର ଏହି ଯୋଜନାର ନାଁ ହରିଲୁଟ୍..

author-image
Otv Khabar Bureau

ଖାତା ଖତିଆନରେ ବାଉଁଶ ଗଛ ଲଗାଇଲେ। ଲକ୍ଷାଧିକ ଟଙ୍କା ପାଟିରେ ପକାଇଦେଲେ। ବାବୁ ବଡ଼ ଚତୁର। ଜାଗା ମୁଣ୍ଡରେ ଦେଖିଲା ବେଳକୁ ବାଉଁଶ ବୁଦା କେଇଟା ଖାଲି। ଦେଖନ୍ତୁ କେମିତି ବୌଦ୍ଧ ଜିଲ୍ଲାରୁ ଆମର ଏହି ଯୋଜନାର ନାଁ ହରିଲୁଟ୍..

Advertisment
Jojanara Na Hariloot
Advertisment
Advertisment