Advertisment

ହେଇ ଗଲା ଗଲା ଗଲା...ଧର ଧର ଧର...ଗାଁ ସାରା ଲୋକଙ୍କ ହାତରେ ବାଟୁଳିଖଡା

ହେଇ ଗଲା ଗଲା ଗଲା...ଧର ଧର ଧର...ଘରେ ପଶିଗଲା ଲୋ...ସକାଳୁ ସଞ୍ଜ ଯାଏଁ ପୂରା ଗାଁଟା ସାରା ଲୋକଙ୍କ ମୁହଁରେ ଏମିତି କଥା। ମାସେ ହେଲାଣି ଦୁଇ ମାଙ୍କଡ ଯାହାକୁ ଦେଖୁଛନ୍ତି ତାଙ୍କୁ କାମୁଡୁଛନ୍ତି...ବିନା ବାଟୁଳିଖଡା କି ଠେଙ୍ଗାରେ ଗାଁରୁ ବାହାରୁନାହାନ୍ତି ଲୋକ

author-image
Pallipuspa Samal

Monkey Attack
Advertisment
Advertisment