ଆଜ୍ଞା KYC ଅପଡେଟ୍ କରିବୁ...ଆପଣ ଟିକିଏ ଦିଆଯାଇଥିବା ମେସେଜ୍ରେ କ୍ଲିକ୍ କରି ଆମକୁ ତଥ୍ୟ ଦିଅନ୍ତୁ...ବାସ୍ ଏତିକି କଥାରେ ଆକାଉଣ୍ଟ ହୋଇଗଲା ଖାଲି...
Published: Otv Khabar Bureau
Last updated: 23 March 2022, 08:51 AM IST
ମୋ ନାଁ ଚଞ୍ଚଳ ଖିଲ। ଫାଷ୍ଟ ଫାଷ୍ଟ ସମସଙ୍କୁ ମାଡାମ୍ ଡାକେ…ପରେ ଭାଉଜ ଡାକି ଗାଲରେ ହାତି ମାରିଦିଏ ଟିକେ। ଆଚ୍ଛା ଭାଉଜ ଡାକିଲେ ଫାଇଦା କ’ଣ?