Advertisment

ଡରି ଡରି ବଞ୍ଚୁଛୁ.. ଶୋଇଥିବୁ.. ଯଦି ମାଟି ଅତଡ଼ା ଖସିପଡ଼େ !

ନଦୀ, ଏକୁଳ ସେକୁଳ ଖାଉଛି.. ଖାଇ ଖାଇ ଏତେ ବାଟ ଆସିଗଲାଣି.. କାଳେ ଶୋଇଥିବା ବେଳେ ମାଟି ଅତଡ଼ା ଖସିଯିବ.. ଡରରେ ନିଦ ହଜିଯାଇଛି.. କେତେବେଳେ ଯେ ଆମକୁ ନଦୀ ମାଡ଼ି ଆସି ଗ୍ରାସ କରିଦେବ.. ଆଶଙ୍କାରେ ଆଖି ପଲକ ପଡ଼ିଲେ ଛାତି ଧଡ଼ ଧଡ଼ ହେଉଛି..

author-image
Sarbeswar

ନଦୀ, ଏକୁଳ ସେକୁଳ ଖାଉଛି..ଖାଇ ଖାଇ ଏତେ ବାଟ ଆସିଗଲାଣି..କାଳେ ଶୋଇଥିବା ବେଳେ ମାଟି ଅତଡ଼ା ଖସିଯିବ.. ଡରରେ ନିଦ ହଜିଯାଇଛି.. କେତେବେଳେ ଯେ ଆମକୁ ନଦୀ ମାଡ଼ି ଆସି ଗ୍ରାସ କରିଦେବ.. ଆଶଙ୍କାରେ ଆଖି ପଲକ ପଡ଼ିଲେ ଛାତି ଧଡ଼ ଧଡ଼ ହେଉଛି..

Advertisment
Brahmani River
Advertisment
Advertisment