‘ମୋ ଶ୍ୱଶୁର ବି ଲଭ୍ ମ୍ୟାରେଜ୍ କରିଛନ୍ତି। ସେ ପୁଣି କେମିତି ମିଶିକି ଅଛନ୍ତି?’ ଶ୍ୱଶୁରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଓରଫ ଡିମ୍ପଲ। ସେ ଆଉ କ'ଣ କହିଛନ୍ତି ଶୁଣନ୍ତୁ। ତେବେ ତପସ୍ୱିନୀଙ୍କ ଏହି ମନ୍ତବ୍ୟ ସଂପର୍କରେ ତାଙ୍କ ଶ୍ୱଶୁରଙ୍କର ପ୍ରତିକ୍ରିୟା ମିଳିନାହିଁ।
Published: Otv Khabar Bureau
Last updated: 15 December 2021, 04:49 PM IST
ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା.. କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ସୁନା ଝିଅ ଜୟଶ୍ରୀ ସାହୁ..