Advertisment

ନାହିଁ ନାହିଁର ଗାଁ ବାଲିଙ୍କିଆ

ଗାଁକୁ ରାସ୍ତା, ପିଲାଙ୍କୁ ଶିକ୍ଷା ଆଉ ପିଇବାକୁ ବିଶୁଦ୍ଧ ପାଣି। ଏହି ମୌଳିକ ସୁବିଧା ସୁଯୋଗ ପାଇବା ଅଧିକାର ସମସ୍ତଙ୍କ ରହିଛି।

author-image
Otv Khabar Bureau

ଗାଁକୁ ରାସ୍ତା, ପିଲାଙ୍କୁ ଶିକ୍ଷା ଆଉ ପିଇବାକୁ ବିଶୁଦ୍ଧ ପାଣି। ଏହି ମୌଳିକ ସୁବିଧା ସୁଯୋଗ ପାଇବା ଅଧିକାର ସମସ୍ତଙ୍କ ରହିଛି। ହେଲେ ଗଂଜାମ ଭଞ୍ଜନଗର ବ୍ଲକ ବାଲିଙ୍କିଆ ଗାଁକୁ ଦେଖିଲେ ଲାଗୁଛି ଏସବୁ ଯେପରି ଏଠି ସାତ ସପନ।

Advertisment
Ganjam Village
Advertisment
Advertisment