ଜଣେ ଲେଡି ଆର୍ଟିଷ୍ଟଙ୍କ ବାପାଙ୍କ ସହ ଏ ସଂପର୍କରେ ବହୁତ୍ ଆଲୋଚନା କରୁଥିଲୁ: ଅପରାଜିତା...
Published: Otv Khabar Bureau
Last updated: 24 July 2022, 09:09 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।