Alert Gym enthusiasts!
ଜିମ୍ ଯାଉଥିବା ଯୁବପିଢ଼ି ଅନ୍ଧାଧୁନିଆ ପ୍ରୋଟିନ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ । ନଚେତ୍ ହୃଦଘାତ ଭଳି ସ୍ଥିତିର ସାମ୍ନା କରି ଜୀବନକୁ ବିପଦରେ ପକାଇ ପାରନ୍ତି । କାହିଁକି ନା ଜିମ୍ ସହ ତାଳ ଦେଇ ରାଜ୍ୟର ଛୋଟ ବଡ଼ ସହରରେ ପ୍ରୋଟିନ୍ ଷ୍ଟୋର ଖୋଲିବାରେ ଲାଗୁଛି । ଅଧିକାଂଶ କ୍ଷେତ୍ରରେ ଜିମରେ ଥିବା ଟ୍ରେନରମାନେ ସେମାନଙ୍କ ରୋଜଗାର ପାଇଁ ପ୍ରୋଟିନ୍ ଖାଇବାକୁ ପରାମର୍ଶ ଦେଇ ବିପଦକୁ ଠେଲି ଦେଉଥିବା ଅଭିଯୋଗ ହେଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)