Advertisment

ଦୁର୍ଘଟଣାରୁ କୁଆଡେ ଗଲେ ମହିଳା ?

ବୌଦ୍ଧ ମହାନଦୀ ପୋଲ ଉପର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମହିଳାଙ୍କର ପତ୍ତା ମିଳୁନି।

author-image
Otv Khabar Bureau

ବୌଦ୍ଧ ମହାନଦୀ ପୋଲ ଉପର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମହିଳାଙ୍କର ପତ୍ତା ମିଳୁନି। ସକାଳୁ ନିଖୋଜ ମହିଳାଙ୍କୁ ଠାବ କରିବା ଲାଗି ମହାନଦୀରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। 

Advertisment
Mahanadi Accident
Advertisment
Advertisment