ଚମ ଧୁଡୁ ଧୁଡୁ ଶରୀର । ଫୁଟି ହୋଇ ବାହାରିଛି ଦେହର ଛ' ଖଣ୍ଡ ହାଡ଼ । ନା ଠିକ୍ ସେ ଦେଖାଯାଉଛି ନା ଶୁଭାଯାଉଛି । ଛେପ ଢୋକି ଢୋକି କଥା ଦିପଦ କହୁଛନ୍ତି । ତାହା ବି ଅସ୍ପଷ୍ଟ। ବୟସ ୭୦ ଡେଇଁଲାଣି । ଆଉ ଏହି ପରିଣତ ବୟସରେ ବ୍ରହ୍ମପୁର ଏମକେସିଜି ମେଡିକାଲର ସଂକ୍ରାମକ ରୋଗ ୱାର୍ଡରେ ଦିନ ଗଣୁଛନ୍ତି ୩ ଜଣ ଅସହାୟ ।
Published By: Satyendu Shekher Mishra
Last updated: 11 September 2023, 09:52 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।