Sad Story
ଚମ ଧୁଡୁ ଧୁଡୁ ଶରୀର । ଫୁଟି ହୋଇ ବାହାରିଛି ଦେହର ଛ' ଖଣ୍ଡ ହାଡ଼ । ନା ଠିକ୍ ସେ ଦେଖାଯାଉଛି ନା ଶୁଭାଯାଉଛି । ଛେପ ଢୋକି ଢୋକି କଥା ଦିପଦ କହୁଛନ୍ତି । ତାହା ବି ଅସ୍ପଷ୍ଟ। ବୟସ ୭୦ ଡେଇଁଲାଣି । ଆଉ ଏହି ପରିଣତ ବୟସରେ ବ୍ରହ୍ମପୁର ଏମକେସିଜି ମେଡିକାଲର ସଂକ୍ରାମକ ରୋଗ ୱାର୍ଡରେ ଦିନ ଗଣୁଛନ୍ତି ୩ ଜଣ ଅସହାୟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)