ସିବିଆଇ ତଦନ୍ତ ନିର୍ଦେଶ ଦିଅ, ନହେଲେ ଇଛାମୃତ୍ୟୁ ଲାଗି ଅନୁମତି ଦିଅ । ଏମିତି ନେହୁରା ହୋଇଛନ୍ତି ନିଜ ସମ୍ପର୍କୀୟଙ୍କୁ ହରାଇଥିବା ରାଜ୍ୟର ୨୧ ପରିବାରର ସଦସ୍ୟ । ଦେଖନ୍ତୁ ପୁରା ଖବର ।
Published: Otv Khabar Bureau
Last updated: 30 November 2021, 11:55 AM IST
୯ ଦିନରେ ତପସ୍ୱିନୀଙ୍କ ଲଢ଼େଇ। ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘର ଆଗରେ ୯ ଦିନ ହେଲା ଧାରଣାରେ ବସି ରହିଛନ୍ତି ତପସ୍ୱିନୀଙ୍କ ଦାସ । ଗତକାଲି କୋର୍ଟ ରାୟ ପ୍ରକାଶ କରିନଥିବା ବେଳେ ଆଜି ରାୟ ପ୍ରକାଶ ପାଇପାରେ। ଶୀତ କାକରରେ ତପସ୍ୱିନୀ ଆଜିକୁ ୯ ଦିନ ହେଲା ନିଜ ଜିଦରେ ଅଟଳ ରହିଛନ୍ତି ।