Advertisment

ସିଭିଲ ସର୍ଭିସ ପରୀକ୍ଷାରେ ଚମକିଛନ୍ତି ଓଡ଼ିଆ

ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଜଣଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ତା’ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ।

author-image
Satyendu Shekher Mishra

ସିଭିଲ ସର୍ଭିସ ପରୀକ୍ଷାରେ ଚମକିଛନ୍ତି ଓଡ଼ିଆ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଜଣଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ତା’ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ। ଏହି ୧୦ ଜଣଙ୍କ ମଧ୍ୟରୁ ଭୁବନେଶ୍ବରର ପ୍ରଣିତା ଦାସ ୪୨, କସ୍ତୁରୀ ପଣ୍ଡା ୬୭ ଏବଂ ଜଗତସିଂହପୁରର ଅନୁପ ଦାସଙ୍କ ରାଙ୍କ ୩୮ ରହିଛି। ତେବେ କେନ୍ଦ୍ରୀୟ ଲୋକସେବା ଆୟୋଗ ବା UPSC ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ କୃତୀ ଅର୍ଜନ କରିଥିବା ଏହି ଓଡ଼ିଆ ଛାତ୍ରଛାତ୍ରୀଙ୍କ କାହାଣୀ।

Advertisment
Odisha News
Advertisment
Advertisment