Home Guard Jobs
ହୋମଗାର୍ଡ ଚାକିରି ପାଇଁ ଆବେଦନ କରିଛନ୍ତି ଉଚ୍ଚ ଶିକ୍ଷିତ । ଏହି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ୍ ଥିବା ବେଳେ ଆବେଦନକାରୀଙ୍କ ଭିତରେ ଅଛନ୍ତି ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ । କେବଳ ସେତିକି ନୁହେଁ ୧୨୫ଟି ପଦବୀ ପୂରଣ ପାଇଁ ପରୀକ୍ଷା କରାଯାଉଥିବା ବେଳେ ଆବେଦନ କରିଛନ୍ତି ୭ ହଜାର ୮୨ ଜଣ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)