Advertisment

ଯୁକ୍ତ ୩ ପଢ଼ିଥିଲେ ଚାକିରି ସୁଯୋଗ

ଯୁକ୍ତ ୩ ପଢ଼ିଥିଲେ ଚାକିରି ସୁଯୋଗ । ବାଣିଜ୍ୟରେ ଗ୍ରାଜୁଏସନ୍‌  କରିଥିଲେ ମିଳିବ ଚାକିରି । କଳା ଓ ବିଜ୍ଞାନ ପିଲାଙ୍କୁ ବି ସୁବର୍ଣ୍ଣ ସୁଯୋଗ । ପୂର୍ବରୁ ଉପକୃତ ହୋଇଛନ୍ତି ୫୮ କଲେଜର ୩୯୪ ପିଲା । ୨ଶହରୁ ଅଧିକ ପିଲାଙ୍କୁ ମିଳିଛି ଅଫର ଲେଟର । ହେଲେ ଏବେ +3 ପଢ଼ିଥିବା ପିଲାଙ୍କ ପାଇଁ ବଡ଼ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର ।

author-image
Sujit kumar Swain

ଯୁକ୍ତ ୩ ପଢ଼ିଥିଲେ ଚାକିରି ସୁଯୋଗ । ବାଣିଜ୍ୟରେ ଗ୍ରାଜୁଏସନ୍‌  କରିଥିଲେ ମିଳିବ ଚାକିରି । କଳା ଓ ବିଜ୍ଞାନ ପିଲାଙ୍କୁ ବି ସୁବର୍ଣ୍ଣ ସୁଯୋଗ । ପୂର୍ବରୁ ଉପକୃତ ହୋଇଛନ୍ତି ୫୮ କଲେଜର ୩୯୪ ପିଲା । ୨ଶହରୁ ଅଧିକ ପିଲାଙ୍କୁ ମିଳିଛି ଅଫର ଲେଟର । ହେଲେ ଏବେ +3 ପଢ଼ିଥିବା ପିଲାଙ୍କ ପାଇଁ ବଡ଼ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର ।

Advertisment
Odisha Government
Advertisment
Advertisment