ଖାରକିଭ୍ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ । ୟୁକ୍ରେନ୍ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଯୋକୌଣସି ସ୍ଥିତିରେ ବି ଖାରକିଭ୍ ଛାଡି ପଡୋଶୀ ସୀମାକୁ ଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାରି ଭିତରେ ୱାର ଜୋନ୍ ୟୁକ୍ରେନରୁ ଜାରି ରହିଛି ଭାରତୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ।
Published: Satyendu Shekher Mishra
Last updated: 02 March 2022, 10:20 PM IST
ଏହି ଭୂତାଣୁ ଚୀନର ଲାବରୁ ବାହାରିଥିଲା କି ନାହିଁ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ କେହି ପହଞ୍ଚିପାରି ନାହାନ୍ତି । କିନ୍ତୁ ସମସ୍ତେ ଆଲୋଚନା କରୁଛନ୍ତି, ଏହି ଭୂତାଣୁର ଉତ୍ପତ୍ତି ଚୀନର ଲାବରୁ ହିଁ ହୋଇଛି । ଏହାର ଉତ୍ତର ଦାବି କରୁଛନ୍ତି ଆମେରିକାର କଂଗ୍ରେସମ୍ୟାନ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପକାଉଛନ୍ତି ଚାପ । ଏହାର ବିଧିବଦ୍ଧ ତଦନ୍ତ ହେଉ । କେବଳ ସେତିକି ନୁହେଁ ଚୀନ୍ ଏଥିପାଇଁ ମୂଲ୍ୟ ଦେଉ ।