Advertisment

ଟିକଟକ୍‌ ଉପରେ ହଟିଲା ବ୍ୟାନ ? ସରକାର କହିଲେ ସତ

ଭାରତକୁ ଫେରିଲା ଟିକଟକ୍‌ ! ୫ ବର୍ଷ ପରେ ଚୀନ ଟିକଟକ୍‌ ଉପରୁ ହଟିଲା କି ବ୍ୟାନ୍ ? ଚୀନ ସହ ଭାରତର ସମ୍ପର୍କ ସୁଧୁରୁଛି । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ଯିବାର କାର୍ଯ୍ୟକ୍ରମ ରହିଛି । ଆଉ ଏସବୁ ଭିତରେ ଚୀନ୍‌ର ଭିଡିଓ ମେକିଂ ପ୍ଲାଟଫର୍ମ ଟିକଟକ୍ ୫ ବର୍ଷ ପରେ ପୁଣି ଭାରତ ଫେରିଥିବା ନେଇ ଜୋର୍ ଧରିଛି ଚର୍ଚ୍ଚା ।

author-image
Tapan Kumar Swain