Trump
ଟ୍ରମ୍ପଙ୍କ ମୁହଁରେ ମୋଦିଙ୍କ ଗୁଣଗାନ । ନରମିଲା ଟ୍ରମ୍ପଙ୍କ ତେବର୍, ପ୍ରଶଂସାରେ ପୋତିଲେ ମୋଦିଙ୍କୁ । ମୋଦି ଜଣେ ମହାନ ପ୍ରଧାନମନ୍ତ୍ରୀ, ମୋର ଭଲ ବନ୍ଧୁ । ତେବେ କାହିଁକି ଟ୍ରମ୍ପଙ୍କ ଏ ୟୁଟର୍ଣ୍ଣ ? କ'ଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡରିଗଲେ କି ଟ୍ରମ୍ପ ? ନା ଲେଉଟିଲା ପୁରୁଣା ପ୍ରେମ ? ଭାରତକୁ ବାରମ୍ବାର ଟାରିଫ୍ ଧମକ, ନାଲିଆଖି ଓ ଦାଦାଗିରି ଦେଖାଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ଏବେ ଅଚାନକ ବଦଳିଯାଇଛି । ନିଜ ମୁହଁରେ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଣଗାନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)